କେଉଁ ସମୟରେ କରିବେ ହସ୍ତ ମୈଥୁନ ?

ହସ୍ତ ମୈଥୁନ କେତେ ଲାଭଦାୟକ ଆମ ପାଇଁ

କେଉଁ ସମୟରେ କରିବେ ହସ୍ତ ମୈଥୁନ ? ଜାଣନ୍ତୁ ହସ୍ତ ମୈଥୁନ କେତେ ଲାଭଦାୟକ। ଜିବନ ରହିଛି ମାନେ ମାନବଙ୍କ ମଧ୍ୟରେ ଜିଜ୍ଞ୍ୟାସା ରହିଛି । ତେବେ ପ୍ରତ୍ୟେକ ମଣିଷ ପାଖରେ ଆହାର, ନିଦ୍ରା, ମୈଥୁନ, ଏବଂ ଭୟ ନିଶ୍ଚିତ ଭାବେ ଆପଣ ମାନଙ୍କୁ ଦେଖିବା ପାଇଁ ମିଳିବ । ସେମିତିରେ ଆମେ ଆଜି ଆପଣ ମାନଙ୍କ ସହିତ ମୈଥୁନ ବା ହସ୍ତ ମୈଥୁନ ବିଷଷୟରେ କହିବା ପାଇଁ ଯାଉଛୁ । ଯେଉଁଁ ଠାରୁ ଆପଣ ମାନେ ନିଶ୍ଚିତ ଭାବେ ଜାଣି ପାରିବେ କି ଏହି ହସ୍ତ ମୈଥୁନ କରିବା ଦ୍ୱାରା ଆମର କଣ କ୍ଷତି ଏବଂ ଲାଭ ହୋଇ ଥାଏ । ତେବେ ଆସନ୍ତୁ ଜାଣିବା ସେମିତିରେ ଆମେ ଯଦି ବୈଜ୍ଞ୍ୟାନିକଙ୍କ ମତ ନେବା ତେବେ ଶରୀରକୁ ସୁସ୍ଥ ରଖିବା ଏବଂ ଆମ ମାନଙ୍କ ମଧ୍ୟରେ ଉତ୍ସାହ ଆଣିବା ପାଇଁ ନିଶ୍ଚିତ ଭାବେ ସେକ୍ସ କରିବା ଦରକାର । ତେବେ ସେମିତିରେ ଯୈବନ ଅବସ୍ଥାରେ ଯିଏ ଏହି ସେକ୍ସ କରେ ନାହିଁ ସେ କେବେ ବି ସୁସ୍ଥ ରହେ ନାହିଁ । ସେହିପରି ବେଳେ ବେଳେ ଆପଣ ମାନେ ଏମିତି ହସ୍ତ ମୈଥୁନ କରନ୍ତୁ ଯେଉଁଟା ଦେହ ପାଇଁ ଭଲ ହେବ । ହେଲେ କେବେ ବି ଅତ୍ୟାଧିକ ହସ୍ତ ମେଥୁନ୍ କରନ୍ତୁ ନାହିଁ ।


ଯେମିତି ଆପଣ ମାନଙ୍କୁ ଭୋକ ଯେମିତି ଲାଗିଛି ତେବେ ଆପଣ ଖାଦ୍ୟ ଖାଇବେ ଏବଂ ଯଦି ସେହି ପରି ବେଳେ ଆପଣ ମାନେ ଭୋକ ବାଉଳା ରେ ଅଧିକ ଖାଆନ୍ତି ତେବେ ପେଟ ଖରାପ୍ ର ସମ୍ଭବନା ରହି ଥାଏ । ସେହି ପରି ଭାବେ ଆପଣ ମାନେ ଅଧିକ ହସ୍ତ ମେଥୁନ୍ କରିଲେ ସ୍ୱାସ୍ଥ୍ୟ ପ୍ରତି ବହୁତ ଖରାପ୍ ହୋଇ ଥାଏ । ଏମିତିରେ ଖାସ୍ କରି 15 ରୁ 19 ବର୍ଷ ର ପିଲା ମାନେ ଏହାକୁ କୋଣ୍ଟ୍ରୋଲ ରେ ରଖିବା କଥା । କାରଣ ଏହା ଦ୍ୱାରା ଆପଣ ମାନଙ୍କ ଶରୀର ର ଗଠନ ହୋଇ ଥାଏ । ତେବେ ଆପଣ ମାନେ ଯଦି ଯେଉଁ ସମୟରେ ଆପଣ ମାନଙ୍କ ବଢିବା ସମୟରେ ସେହି ସମୟ ରେ ଆପଣ ମାନେ ଏପରି୍ ଦିନ କୁ ଦୁଇ ଥର କରିବେ ତେବେ ଆପଣ ମାନେ ଫିଜିକାଲି ଏବଂ ମେଣ୍ଟାଲି ବଢିବେ ନାହିଁ । ତେବେ ଏହାକୁ କମ୍ କରିବା ପାଇଁ ଚେଷ୍ଟା କରନ୍ତୁ। ବିଜ୍ଞାନ ଅନୁଯାୟୀ ଗୋଟିଏ ସୁସ୍ଥ ମଣିଷ ପ୍ରତି ୧୫ ଦିନରେ ଥରେ ହସ୍ତ ମୈଥୁନ କରିବା ଦରକାର । ଏହାଦ୍ବାରା ଶରୀରର ପ୍ରତ୍ୟକ ଅଙ୍ଗ ପ୍ରତ୍ୟଙ୍ଗକୁ ନୂତନ ରକ୍ତ କଣିକା ଯାଇଥିଏ । ଯାହା ସବଠୁ ଭଲ ବ୍ୟାୟମ ଅଟେ । ଏହାଛଡା ଶରୀରରେ ପୁରୁଣା ଡିମ୍ବଣୁ ନଷ୍ଟ ହେବା ସହିତ ନୂତନ ଡିମ୍ବଣୁ ସୃଷ୍ଟି ହେବାର ପ୍ରକ୍ରିୟା ଆରମ୍ଭ ହୋଇଥାଏ ।

Leave a Reply

Your email address will not be published. Required fields are marked *

Back to top button