ଭି.କେ ପାଣ୍ଡିଆନଙ୍କୁ ବିଜେଡି ଦାୟିତ୍ଵ ଦେଉ, ଆମର ଅସୁବିଧା ନାହିଁ : ମନମୋହନ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି.କେ ପାଣ୍ଡିଆନ ସରକାରୀ ଚାକିରିରୁ ସ୍ଵେଚ୍ଛାକୃତ ଅବସର ନେବା ପରେ ତାଙ୍କୁ ‘୫-ଟି’ ଓ ‘ନବୀନ ଓଡ଼ିଶା’ର ଅଧ୍ୟକ୍ଷ ଭାବେ ନିଯୁକ୍ତ ମିଇଛି। ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ସେ କହିଛନ୍ତି ଚାକିରି ସହ ରାଜନୀତିକୁ ଆମେ ବିରୋଧ କରୁଥିଲୁ। ଚାକିରି ଛାଡ଼ି ସମସ୍ତେ ରାଜନୀତି କରିପାରିବେ। ଭାରତର ନାଗରିକ ହିସାବରେ ଏବେ ରାଜନୀତି କରନ୍ତୁ। ବିଜେଡି ଦାୟିତ୍ୱ ଦେଉ। ସେଥିରେ କୌଣସି ଅସୁବିଧା ନାହିଁ। ବିଜେପି ତାର ନୀତି ଆଦର୍ଶକୁ ନେଇ ନିର୍ବାଚନ ଲଢ଼ିବ। ଆମେ ଜନ ଅସନ୍ତୋଷ ବିରୋଧରେ ନିର୍ବାଚନ ଲଢ଼ିବୁ।

Leave a Reply

Your email address will not be published. Required fields are marked *

Back to top button