ମାହାଙ୍ଗା ଡବଲ ମର୍ଡର : ବିଧାୟକ ପ୍ରତାପ ଜେନା କୋର୍ଟରେ ହାଜର ହେଲେନି

ମାହାଙ୍ଗା : ମାହାଙ୍ଗା ଡବଲ ମର୍ଡର ଘଟଣାରେ ବିଧାୟକ ପ୍ରତାପ ଜେନା ସାଲେପୁର ଜେଏମଏଫସି କୋର୍ଟରେ ହାଜର ହେଲେନି। ନିଜ ଓକିଲଙ୍କ ଜରିଆରେ ପକ୍ଷ ରଖିଲେ। ଆରପିସିର ଧାରା ୨୦୫ ଅନୁସାରେ ବ୍ୟକ୍ତିଗତ ହାଜିରାରୁ ବାଦ୍ ଦେବା ଲାଗି ସେ କୋର୍ଟଙ୍କୁ ଅନୁରୋଧ କରିଛନ୍ତି। ଏହାକୁ ପ୍ରତିପକ୍ଷ ଓକିଲ ବିରୋଧ କରିବା ସହିତ ପ୍ରତାପଙ୍କ ଆବେଦନକୁ ଗ୍ରହଣ ନ କରିବାକୁ ପ୍ରତିପକ୍ଷଙ୍କ ଓକିଲ ଆବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button