ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ଫଳ ପ୍ରକାଶ

ନୂଆଦିଲ୍ଲୀ : ସର୍ବଭାରତୀୟ ସ୍ତରରେ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଟପ୍ପର ହୋଇଛନ୍ତି ଶୁଭମ କୁମାର। ମୋଟ ୭୬୧ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ଶୁଭମ କୁମାର ଟପ୍ପର ହୋଇଛନ୍ତି।

ସେହିପରି ଜାଗ୍ରତି ଅଗସ୍ତି ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ତୃତୀୟ ରାଙ୍କ୍‌ରେ ଅଙ୍କିତା ଜୈନ, ଜୁବିନ୍‌ ମହାପାତ୍ରଙ୍କୁ ୪୭ତମ ରାଙ୍କ୍‌ ଓ ଆଶିଷ ମିଶ୍ର ୫୨ତମ ରାଙ୍କ ପାଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button