ସୁନା-ରୂପା ଶସ୍ତା ହେଲା

ନୂଆଦିଲ୍ଲୀ : ଭାରତୀୟ ବଜାରରେ ଆଜି ସୁନା-ରୂପା ମୂଲ୍ୟ ହ୍ରାସ ପାଇଛି। ସୁନା ଦାମ ୩୦୨ ଟଙ୍କା କମିଥିବା ବେଳେ ରୂପା କିଲୋ ପ୍ରତି ୧୫୩୩ ଟଙ୍କା ଶସ୍ତା ହୋଇଛି।

ସୋମବାର ଦିଲ୍ଲୀ ସରଫା ବଜାରରେ ୯୯.୯ ଶୁଦ୍ଧ ସୁନା ଦାମ ପ୍ରତି ୧୦ ଗ୍ରାମ ପିଛା ୪୪,୨୬୯ ଟଙ୍କା ରହିଛି। ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଆଉନ୍ସର ଦାମ ରହିଛି ୧୭୩୧ ଡଲାର। ସେହିପରି ଭାରତୀୟ ବଜାରରେ ରୂପା କିଲୋ ପ୍ରତି ୧୫୩୩ ଟଙ୍କା ଶସ୍ତା ହୋଇ ମୂଲ୍ୟ ୬୫,୩୧୯ରେ ପହଞ୍ଚିଛି। ଅନ୍ତର୍ଜାତୀୟ ବଜାରରେ ରୂପା ପ୍ରତି ଆଉନ୍ସ ଦାମ ରହିଛି ୨୫.୫୫ ଡଲାର।

Leave a Reply

Your email address will not be published. Required fields are marked *

Back to top button