ବେଆଇନ୍ ଖଣି ଖନନ ମାମଲାରେ ୬ ଅଧିକାରୀ ନିଲମ୍ବିତ
![ବେଆଇନ୍ ଖଣି ଖନନ ମାମଲାରେ ୬ ଅଧିକାରୀ ନିଲମ୍ବିତ 1 janatakhabar.in](https://janatakhabar.in/wp-content/uploads/2023/05/suspended-0-780x470.jpg)
ନୟାଗଡ଼ : ରଣପୁର ତହସିଲ ମୟୁରଝଲିଆ ଗାଁ ନିକଟ ମାଙ୍କଡା ପଥର ଖଣିରେ ବେଆଇନ ଖନନ। ଏହି ମାମଲାରେ ନୟାଗଡ଼ ଜିଲ୍ଲାପାଳ ରବିନ୍ଦ୍ରନାଥ ସାହୁ ୬ ଅଧିକାରୀଙ୍କ ନିଲମ୍ବନ କରିଛନ୍ତି। ସେମାନଙ୍କ ମଧ୍ୟରେ ଦୁଇଜଣ ଆର୍ ଆଇ, ଦୁଇ ସେକ୍ସନ ଅଫିସର, ଜଣେ ସୁପର ଭାଇଜର ଓ ଜଣେ କନିଷ୍ଠ ରାଜସ୍ୱ ସହାୟକ ଥିବା ଜଣାପଡିଛି।