ଆତ୍ମହତ୍ୟା କଲେ ମଡେଲ ମୁସ୍କାନ ନାରଙ୍ଗ

ନୂଆଦିଲ୍ଲୀ : ମଡେଲ ମୁସ୍କାନ ନାରଙ୍ଗ ଆତ୍ମହତ୍ୟା କରିଛନ୍ତି। ଏପରି ପଦକ୍ଷେପ ନେବା ଦିନକ ପୂର୍ବରୁ ଇନଷ୍ଟାରେ ନିଜର ଭିଡିଓ ପୋଷ୍ଟ କରିଥିଲେ।

ଖବର ଅନୁଯାୟୀ ଉତ୍ତରପ୍ରଦେଶ ମୁରାଦାବାଦର ୨୫ ବର୍ଷୀୟା ମଡେଲ ତଥା ଫ୍ୟାଶନ ଡିଜାଇନର ମୁସ୍କାନ ନାରଙ୍ଗ ଆତ୍ମହତ୍ୟା କରିଛନ୍ତି। ତାଙ୍କ ମୃତଦେହ ବେଡରୁମରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି। ତେବେ ଆତ୍ମହତ୍ୟାର କାରଣ ଜଣାପଡିନଥିଲେ ହେଁ ପୋଲିସ ଏହାର ଯାଞ୍ଚ କରୁଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button