ଆଦିପୁରୁଷର ନୂଆ ପୋଷ୍ଟର ରିଲିଜ୍‌

ମୁମ୍ଵାଇ : ରାମାୟଣ ଉପରେ ପୌରାଣିକ ଚଳଚ୍ଚିତ୍ର ‘ଆଦିପୁରୁଷ’ର କାମ ଚାଲୁ ରହିଛି। ଏହି ଚଳଚ୍ଚିତ୍ରରେ ତେଲୁଗୁ ସୁପରଷ୍ଟାର ପ୍ରଭାସ ପ୍ରଭୁ ରାମ ଭୂମିକାରେ ଅଭିନୟ କରିଥିବାବେଳେ କ୍ରିତି ସାନନ ସୀତା ଓ ସୈଫ ଅଲି ଖାନ ରାବଣ ଭୂମିକାରେ ଅଭିନୟ କରିଛନ୍ତି।

ଓମ ରାଉତଙ୍କ ଦ୍ୱାରା ନିର୍ମିତ ଚଳଚ୍ଚିତ୍ର ‘ଆଦିପୁରୁଷ’ର ଏକ ନୂଆ ପୋଷ୍ଟର ରିଲିଜ୍ ହୋଇଛି । ଫିଲ୍ମର ନୂଆ ରିଲିଜ୍ ତାରିଖ ଘୋଷଣା କରାଯାଇଛି। ଜୁନ ୧୬ ତାରିଖରେ ବଡ ପରଦାରେ ମୁକ୍ତିଲାଭ କରିବ।

Leave a Reply

Your email address will not be published. Required fields are marked *

Back to top button