ଭିଜିଲାନ୍ସ ଜାଲରେ ଫସିଲେ ଜିଆରଏସ୍

ଅନୁଗୋଳ : ଛେଣ୍ଡିପଦା ବ୍ଲକ ମାଛକୁଟା ପଞ୍ଚାୟତର ଜିଆରଏସ୍‌ ଯଦୁମଣି ମାଝୀ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ଖବର ଅନୁଯାୟୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରର ଫାଇନାଲ ବିଲ୍‌ ସହ ବୋନସ ଅର୍ଥ ଦେବା ପାଇଁ ସେ ପୋଡ଼ାପୋଡ଼ା ଗାଁର ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ଠାରୁ ୪ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏହି ସମୟରେ ଭିଜିଲ୍ଲାନ୍ସ ଅଧିକାରୀ ତାଙ୍କୁ ଧରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button