ଚିଟ୍‌ଫଣ୍ଡ ସଂସ୍ଥାର ସମ୍ପତ୍ତି ବ୍ୟାଜପ୍ତି ପାଇଁ ନିର୍ଦ୍ଦେଶ

କଟକ : ସୂର୍ଯ୍ୟ ନିର୍ମାଣ ରିସୋରସେସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ୨ କୋଟି ୭ ଲକ୍ଷ ୮୫ ହଜାର ୩୪୯ ଟଙ୍କାର ସମ୍ପତ୍ତି ବ୍ୟାଜପ୍ତି ହେବ। କଟକ ସ୍ୱତନ୍ତ୍ର ଚିଟଫଣ୍ଡ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।

ଖବର ଅନୁଯାୟୀ ଏହି ଚିଟ୍‌ଫଣ୍ଡ ସଂସ୍ଥା ନାଁରେ ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାରେ ୧୭ ଏକର ୪୬ ଡିସିମିଲ୍‌ ସମ୍ପତ୍ତି ରହିଛି। ଏହାକୁ ନିଲାମ ଜରିଆରେ ବିକ୍ରି କରି ବିକ୍ରିଲବ୍ଧ ଅର୍ଥ ଜମାକାରୀଙ୍କ ମଧ୍ୟରେ ବାଣ୍ଟିଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button