ଆଇପିଏସ୍ ସ୍ତରରେ ବଦଳି

ଭୁବନେଶ୍ଵର : ରାଜ୍ୟ ସରକାର ଆଇପିଏସ ଅଫିସରସ୍ତରରେ ଛୋଟଧରଣର ବଦଳି କରିଛନ୍ତି। ଏନେଇ ଗୃହ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି। ସେହି ଅନୁସାରେ ମୟୂରଭଞ୍ଜ ଏସପି ବି ଗଙ୍ଗାଧରଙ୍କର ରାଜ୍ୟ ପୋଲିସ ମୁଖ୍ୟାଳୟକୁ ବଦଳି ହୋଇଛି। ନବରଙ୍ଗପୁର ଏସପି ଏସ୍ ସୁଶ୍ରୀଙ୍କୁ ମୟୂରଭଞ୍ଜ ଏସପି ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି କେସିଙ୍ଗା ଏସଡିପିଓ ରୋହିତ ବର୍ମାଙ୍କୁ ପଦୋନ୍ନତି ଦିଆଯାଇ ନବରଙ୍ଗପୁର ଏସପି ଭାବେ ବଦଳି କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button