ପ୍ରମିଳାଙ୍କୁ ଆଉ ୨ଟି ବିଭାଗର ଦାୟିତ୍ୱ

ଭୁବନେଶ୍ଵର : ଶୁକ୍ରବାର ରାଜ୍ୟ ମନ୍ତ୍ରୀମଣ୍ଡଳରୁ ସମୀର ଦାଶ ଓ ଶ୍ରୀକାନ୍ତ ସାହୁ ଇସ୍ତଫା ଦେଇଥିଲେ। ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ୨ଟି ବିଭାଗ ପ୍ରଦାନ କରିଛନ୍ତି। ତାଙ୍କୁ ଦିଆଯାଇଛି ଗଣଶିକ୍ଷା ଓ ଶ୍ରମ ବିଭାଗ ଅତିରିକ୍ତ ଦାୟିତ୍ୱ।

Leave a Reply

Your email address will not be published. Required fields are marked *

Back to top button