ଅଙ୍ଗନବାଡ଼ି ଏକ୍ସପାରି ଭିଟାମିନ ଔଷଧ ନେଲା ଶିଶୁର ଜୀବନ

ପାରଳାଖେମୁଣ୍ଡି : ଅଙ୍ଗନବାଡ଼ି କେନ୍ଦ୍ର ପକ୍ଷରୁ ଏପ୍ରିଲ ୧୧ତାରିଖରେ ଦିଆଯାଇଥିବା ଏକ୍ସପାର ଭିଟାମିନ ଔଷଧ। ଏହାକୁ ଖାଇବା ପରେ ପାରଳାଖେମୁଣ୍ଡି ଜାଜପୁର ଗ୍ରାମର ଅନେକ ଶିଶୁ ଗୁରୁତର ହୋଇଥିଲେ। ଚିକିତ୍ସା ପରେ ସମସ୍ତେ ସୁସ୍ଥ ହୋଇଥିଲେ ହେଁ ସଞ୍ଚିତଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ଶିଶୁଭବନକୁ ପଠାଯାଇଥିଲା। ଗତକାଲି ରାତିରେ ତାଙ୍କର ମୃତ୍ୟୁ ଘଟିଛି। ଏହାର ପ୍ରତିବାଦରେ ଗ୍ରାମବାସୀ ରାସ୍ତାରୋକ କରିବାରୁ ପାରଳାଖେମୁଣ୍ଡି-ମୋହନା ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button