ଟିଏମ୍‌ସିରେ ମିଶିଲେ ବାବୁଲ ସୁପ୍ରିୟୋ

କୋଲକାତା : ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ବାବୁଲ ସୁପ୍ରିୟୋ ନିକଟରେ ଦଳରୁ ଇସ୍ତଫା ଦେଇ ରାଜନୀତିରୁ ସନ୍ୟାସ ଘୋଷଣା କରିଥିଲେ। କିନ୍ତୁ ଆଜି ସେ ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି।

ସୂଚନାଯୋଗ୍ୟ କେନ୍ଦ୍ରରୁ ମନ୍ତ୍ରୀ ପଦ ଚାଲିଯିବା ପରେ ବାବୁଲ ସୁପ୍ରିୟୋ ଅସନ୍ତୁଷ୍ଟ ହୋଇ ବିଜେପି ଛାଡିଥିବା ଆଲୋଚନା ହେଉଥିଲା। ହେଲେ ଟିଏମ୍‌ସିର ରାଷ୍ଟ୍ରୀୟ ମହାସଚିବ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ ଓ ସାଂସଦ ଡେରେକ ଓବ୍ରାୟନଙ୍କ ଉପସ୍ଥିତିରେ ସେ ଟିଏମ୍‌ସିରେ ମିଶିଛନ୍ତି।

Leave a Reply

Your email address will not be published. Required fields are marked *

Back to top button