ଅନୁପ କୁମାର ସିଂଙ୍କୁ ଏନଏସଜିର ମହାନିର୍ଦ୍ଦେଶକ ଦାୟିତ୍ୱ

ନୂଆଦିଲ୍ଲୀ: ଗୁଜୁରାଟ କ୍ୟାଡରର ବରିଷ୍ଠ ଆଇପିଏସ ଅଧିକାରୀ ଅନୁପ କୁମାର ସିଂ ରାଷ୍ଟ୍ରୀୟ ସୁରକ୍ଷା ଗାର୍ଡ ବା ଏନଏସଜିର ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ୨୦୨୦ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଏହି ପଦରେ ରହିବେ।

ମତାମତ ଦିଅନ୍ତୁ ।