ଆକାଶସୀମା ବନ୍ଦ କରିବାରୁ ଆଇସିଏଓ ପାକିସ୍ତାନକୁ ଜବାବ ମାଗିଲା

ନୂଆଦିଲ୍ଲୀ : ଭାରତୀୟ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ବିମାନକୁ ନିଜର ଆକାଶପଥ ନଛାଡିବା କାରଣରୁ ଜାତିସଂଘ ଅଧିନସ୍ଥ ସଂସ୍ଥା ଅନ୍ତର୍ଜାତୀୟ ବେସାମରିକ ବିମାନଚଳାଚଳ ସଂଗଠନ (ଆଇସିଏଓ) ପାକିସ୍ତାନକୁ ଜବାବ ତଲବ କରିଛି। ଭାରତର ଏ ସଂପର୍କୀତ ଅଭିଯୋଗକୁ ଆଇସିଏଓର ପରିଷଦ ଅଧ୍ୟକ୍ଷ ଗ୍ରହଣ କରି ଜବାବ ଦାଖଲ କରିବାକୁ ପାକିସ୍ତାନ ସରକାରଙ୍କୁ କୁହାଯାଇଥିବା ଆଇସିଏଓ ମହାସଚିବଙ୍କ ଅଫିସର ଯୋଗାଯୋଗ ଅଧିକାରୀ ଅନ୍ଥୋନୀ ଫିଲିପିନ କହିଛନ୍ତି।

ମତାମତ ଦିଅନ୍ତୁ ।