କାଲିଫର୍ଣ୍ଣିଆ ଖାଦ୍ୟ ମେଳାରେ ଗୁଳିକାଣ୍ଡ,୩ ନିହତ

ନୂଆଦିଲ୍ଲୀ : ଉତ୍ତର କାଲିଫର୍ଣ୍ଣିଆର ବାର୍ଷିକ ଖାଦ୍ୟ ମେଳାରେ ଗୁଳିକାଣ୍ଡ ଯୋଗୁଁ ତିନି ଜଣ ଲୋକଙ୍କର ପ୍ରାଣ ଯାଇଛି। ଆହତ ହୋଇଛନ୍ତି ୧୨ ଜଣ।

ରବିବାର ସେଠାରେ ଅନୁଷ୍ଠିତ ଖାଦ୍ୟ ମେଳା ଓ ରନ୍ଧନ ପ୍ରତିଯୋଗିତା ଏବଂ ଗୀତସଙ୍ଗୀତ କାର୍ଯ୍ୟକ୍ରମରେ ଏକ ଲକ୍ଷରୁ ଅଧିକ ଜନସମାଗମ ହୋଇଥିଲା। ହଠାତ ଗୁଳିକାଣ୍ଡ ଘଟିଥିଲା। ଏଥିପାଇଁ ଜଣେ ସନ୍ଦିଗ୍ଧକୁ ହାଜତକୁ ନିଆଯାଇଥିବା ସ୍ଥାନୀୟ ସହର କାଉନ୍‌ସିଲର୍‌ କର୍ମୀ ଡାଇଅନ୍‌ ବ୍ରାକୋ କହିଛନ୍ତି।

ମତାମତ ଦିଅନ୍ତୁ ।