କେଲିଆ ଝାଡେଶ୍ୱର ପୀଠକୁ କାଉଡ଼ିଆଙ୍କୁ ମନା

ନବରଙ୍ଗପୁର: ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ କେଲିଆ ଝାଡେଶ୍ୱର ମନ୍ଦିର କମିଟିର ସମ୍ପାଦକ ଦେବରାଜ ପାତ୍ର ସୂଚନା ଦେଇଛନ୍ତି ଚଳିତ ବର୍ଷ କରନା ଯୋଗୁଁ ବୋଲବମ ଯାତ୍ରାକୁ ବନ୍ଦ କରାଯାଇଛି। ଦିନକୁ ଦିନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବାରୁ ଲକ୍‌ଡାଉନ୍‌ ଅବଧି ବଢ଼ିବା ଏକ ପ୍ରକାର ନିଶ୍ଚିତ ହୋଇଥିବାରୁ ଚଳିତ ବର୍ଷ ବୋଲବମ୍‌ ଭକ୍ତମାନଙ୍କ ମାନସିକ ପୂରଣ ହୋଇପାରିବ ନାହିଁ। ଏଥିଯୋଗୁ ବହୁ ଭକ୍ତ ବ୍ୟଥିତ ହୋଇପଡ଼ିଛନ୍ତି।

ମତାମତ ଦିଅନ୍ତୁ ।