ଗଜପତି : ପାହାଡ଼ ଧସି ୨୦ ଘର ଭାଙ୍ଗିଲା

ଭୁବନେଶ୍ଵର : ଗତକାଲିଠାରୁ ଲଗାଣ ବର୍ଷା ଜାରି ରହିଥିବା ବେଳେ ଆଜି ଗଜପତି ଜିଲ୍ଲାର ଗୁମ୍ମା ବ୍ଲକର ତିପିସିଂ-କୁଲମ୍ ମଧ୍ୟରେ ପାହାଡ଼ ଧସି ୨୦ ଘର ଭାଙ୍ଗି ଯାଇଛି। ୬୦ରୁ ଊର୍ଦ୍ଧ୍ୱ ଘର ଆଂଶିକ ନଷ୍ଟ ହୋଇଯାଇଛି। ଲୋକେ ନିରାଶ୍ରୟ ହୋଇ ପିଲାଛୁଆ ସହ ବର୍ଷାରେ ଭିଜିଛନ୍ତି। ଖବର ପାଇ ଗୁମ୍ମା ବିଡିଓ ଘଟଣାସ୍ଥଳରେ ପହଞ୍ଚିଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।