ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଲେ ମନ୍ତ୍ରୀ ପ୍ରତାପ ଜେନା

ଭୁବନେଶ୍ଵର : ସୁନ୍ଦରଗଡ ଗସ୍ତରେ ଯାଇଥିବା ପଞ୍ଚାୟତିରାଜ ଓ ରାଜ୍ୟ ମନ୍ତ୍ରୀ ପ୍ରତାପ ଜେନା ବୀରମିତ୍ରପୁର ସ୍ଥିତ କୁମଝରିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ସୋମବାର ଛାତ୍ର ଛାତ୍ରମାନଙ୍କୁ ଗଣିତ ପଢ଼ାଇଛନ୍ତି। ଖାଲି ପାଠପଢ଼ା ନୁହେଁ, ଛାତ୍ରଛାତ୍ରୀମାନଙ୍କ ସହ ଭାବବିନମୟ କରିଥିଲେ। ପିଲାମାନେ ମନ୍ତ୍ରୀଙ୍କ ସହ ନେଇଥିଲେ ସେଲଫି । ଏହି କଥା ସୁନ୍ଦରଗଡ ଜିଲ୍ଲାରେ ଚର୍ଚ୍ଚାର ବିଷୟହୋଇଛି।

ମତାମତ ଦିଅନ୍ତୁ ।