ନଗଡ଼ା ପାଇଁ କଣ ପଦକ୍ଷେପ ନିଆଯାଇଛି ଜଣାଅ: ଏନ୍‌ଏଚ୍‌ଆରସି

ଭୁବନେଶ୍ୱର : ନଗଡ଼ାରେ କୁପୋଷଣ ନେଇ ମୁଖ୍ୟ ଶାସନ ସଚିବଙ୍କୁ ଜବାବ ତଲବ କରିଛନ୍ତି। କୁପୋଷଣ ରୋକିବାକୁ କଣ ପଦକ୍ଷେପ ନିଆଯାଇଛି ସେ ସଂପର୍କରେ ୪ ସପ୍ତାହ ଭିତରେ ଜଣାଇବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ଆହୁରି କହିଛନ୍ତି ନିର୍ଦ୍ଧାରିତ ସମୟରେ ଜବାବ ଦାଖଲ ନକଲେ ବ୍ୟକ୍ତିଗତ ହାଜିରା ହେବାକୁ ପଡିବ। ମାନବାଧିକାର କର୍ମୀଙ୍କ ପିଟିସନ ଉପରେ ଏନ୍‌ଏଚ୍‌ଆରସି ଏହି ଜବାବ ତଲବ କରିଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।