ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ

ଭୁବନେଶ୍ଵର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱର ଡ୍ରେନେଜ୍ ଡିଭିଜନର ନିର୍ବାହୀ ଯନ୍ତ୍ରୀ ବସନ୍ତ ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି। ତେବେ ତାଙ୍କ ବାସଭବନ ସମେତ ୭ଟି ଜାଗାରେ  ଭିଜିଲାନ୍ସ ଚଢ଼ଉ ଜାରି ରହିଛି । ବାଲେଶ୍ୱର ଜିଲ୍ଲାର ଶରିଷା ଗାଁ, ଶ୍ୱଶୁର ଓ ପୈତୃକଘର ସମେତ ଭୁବନେଶ୍ୱରରେ ଥିବା ତାଙ୍କର ଏକ ଫ୍ଲାଟ୍‌ରେ ମଧ୍ୟ ଚଢ଼ଉ ହୋଇଛି।

ମତାମତ ଦିଅନ୍ତୁ ।