ପାଟକୁରାର ପ୍ରଥମ ମହିଳା ବିଧାୟିକା ସାବିତ୍ରୀ

ଭୁବନେଶ୍ବର : ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରଥମ ଥର ମହିଳା ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ସାବିତ୍ରୀ ଅଗ୍ରୱାଲ। ଜିଲ୍ଲାରେ ସେ ହେଉଛନ୍ତି ୫ମ। ସୂଚନା ଅନୁଯାୟୀ ୧୯୫୨ରୁ ୫୭ ତତ୍କାଳୀନ ପଟ୍ଟାମୁଣ୍ତାଇ ବିଧାନସଭା ଆସନରୁ ରାମରାଜ କୁମାରୀ ଓ ରାଜନଗର ଆସନରୁ ସରସ୍ଵତୀ ଦେବୀ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ । ୧୯୯୦–୯୫ରେ ଆଳି ବିଧାନସଭା ଆସନରୁ ସୁଶ୍ରୀ ଦେବୀ, ୨୦୦୯–୧୪ ସିପ୍ରା ମଲ୍ଲିକ ଜିଲ୍ଲାରୁ ୪ର୍ଥ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ। ଏବେ ୫ମ ସ୍ଥାନରେ ରହିଲା ସବିତ୍ରୀଙ୍କ ନାମ ।

ମତାମତ ଦିଅନ୍ତୁ ।