ବଜ୍ରପାତରେ ୩ ମୃତ, ୨ ଗୁରୁତର

ଭୁବନେଶ୍ଵର : ବିଲରେ କାମ କରୁଥିବା ବେଳେ ବଜ୍ରାଘାତରେ ଦମ୍ପତିଙ୍କ ମୃତ୍ୟୁ ହୋଇଛି । କେନ୍ଦୁଝର ଜିଲ୍ଲା ସୁନାପେଣ୍ଠ ବଡଶିଆଳିମାଳ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ଦମ୍ପତି ହେଉଛନ୍ତି ସ୍ବାମୀ ଚୈତନ୍ୟ ମହାନ୍ତ ଏବଂ ସ୍ତ୍ରୀ ମୀନା ମହାନ୍ତ । ସେହିଭଳି କଳାହାଣ୍ଡି ଜିଲ୍ଲା ମାନଝରି ଗାଁରେ ବଜ୍ରପାତରେ ସ୍ବାମୀଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ହୋଇଛନ୍ତି ।

ମତାମତ ଦିଅନ୍ତୁ ।