ବେନେଲି ଇଣ୍ଡିଆ ଲଞ୍ଚ କଲା ରେଟ୍ରୋ କ୍ଲାସିକ୍ ଇମ୍ପେରିଏଲ୍ ୪୦୦

ଭୁବନେଶ୍ୱର : କ୍ଲାସିକ୍ ବାଇକ୍ ସେଗମେଣ୍ଟରେ ବଡ଼ ବାଜି ଲଗାଇଛି ଇଟାଲିୟାନ ସୁପରବାଇକ୍ ଉତ୍ପାଦନକାରୀ ବେନେଲି। ଭାରତୀୟ ବଜାରରେ ଲଞ୍ଚ କରିଛି ଇମ୍ପେରିଆଲ ୪୦୦। ଇମ୍ପେରିଆଲ ୪୦୦ ହେଉଛି ବେନେଲି ମେଟୋଂବାଇ ରେଞ୍ଜର ୧୯୫୦ ଦଶକରେ ଉତ୍ପାଦିତ ମଡ଼େଲର ପୁନଃ ରୂପାୟନ। ଗ୍ରାହକ ଏହି ବାଇକ ଟ.୪୦୦୦ରେ ବୁକ୍ କରିପାରିବେ। ଏଥିପାଇଁ କମ୍ପାନୀ ୱେବ ସାଇଟ କିମ୍ବା ନିକଟତମ ବେନେଲି ଇଣ୍ଡିଆ ଡ଼ିଲରଙ୍କ ଯୋଗାଯୋଗ କରିପାରିବେ। ବେନେଲି ଇମ୍ପେରିଆଲ ୪୦୦ ପ୍ରଥମ ଦୁଇବର୍ଷ ପାଇଁ କମ୍ପ୍ଲିମେଟାଂରୀ ସର୍ଭିସ୍ ପ୍ରଦାନ କରୁଛି।
ବେନେଲି ଇମ୍ପେରିଆଲର ଲଞ୍ଚ ବିଷୟରେ ମନ୍ତବ୍ୟ ଦେଇ ବିକାଶ ଜବାକ୍, ପରିଚାଳନା ନିର୍ଦ୍ଦେଶକ, ବେନେଲି ଇଣ୍ଡିଆ କହିଥିଲେ, “ଆମ୍ଭେମାନେ ଭାରତୀୟ ବଜାରରେ ଗତ ଦୁଇମାସ ମଧ୍ୟରେ ଆକର୍ଷଣୀୟ ମଡ଼େଲର ସିରିଜ ଲଞ୍ଚକରି ଦେଶପ୍ରତି ବେନେଲିର ପ୍ରତିବଦ୍ଧତାକୁ ପ୍ରମାଣିତ କରୁଛି।

ମତାମତ ଦିଅନ୍ତୁ ।