ରାଶିଫଳ (ଗୁରୁବାର)

ଆଷାଢ (ମିଥୁନ) ୧୮ ଦିନ ଜୁଲାଇ ୨ ତାରିଖ, ୨୦୨୦
ମେଷ: ଶାରୀରିକ କଷ୍ଟ ଅନୁଭବ କରିବେ । ମନ ବ୍ୟାକୁଳ ହେବ । ଶିବ ପାର୍ବତୀଙ୍କୁ ଆରାଧନା କରନ୍ତୁ, ଲାଘବ ହେବ ।
ବୃଷ: ସୁଖ ସମ୍ପଦ ଲାଭ ହେବ । ଦେହ ଭଲ ରହିବ । ଦିନଟି ଭଲରେ କଟିବ ।
ମିଥୁନ: ମନ ଦୃଢ଼ ରହିବ । ଆୟ ମଧ୍ୟମ ହେବ । ସହଯୋଗ ମିଳିବ ।
କର୍କଟ: ଚିନ୍ତାଗ୍ରସ୍ତ ହେବେ । ମନ ଅସ୍ଥିର ହେବ । ଆୟ ସ୍ଥିର ରହିବ ।
ସିଂହ: ପ୍ରାଧାନ୍ୟତା ବଢ଼ିବ । ସହଯୋଗ ମିଳିବ । ଆୟ ଉତ୍ତମ ହେବ ।
କନ୍ୟା: ଆଶାବାଦୀ ହେବେ । ଦେହ ଭଲ ରହିବ । ମନ ସାମାନ୍ୟ ବିଚଳିତ ହେବ ।
ତୂଳା: ଆଶା ବୃଦ୍ଧି ହେବ । ଦେହ ଓ ମନ ଭଲ ରହିବ । ଆୟ ସ୍ଥିର ରହିବ ।
ବିଛା: ଆଜି ଆପଣଙ୍କର ଶ୍ରୀଚନ୍ଦ୍ର । ସର୍ବ କୁଶଳ ଅନୁଭବ ହେବ । ଦିନଟି ଭଲରେ କଟିବ ।
ଧନୁ: ଆଜି ଆପଣଙ୍କର ବ୍ୟୟଯୋଗ ରହିଛି । ସତର୍କ ରହି ଖର୍ଚ୍ଚ କରନ୍ତୁ । ମା’ ଲକ୍ଷ୍ମୀଙ୍କୁ ଆରାଧନା କରନ୍ତୁ ।
ମକର: ଆତ୍ମସନ୍ତୋଷ ଲାଭ କରିବେ । ମନ ସ୍ଥିର ରହିବ । ପାରିବାରିକ ସୁଖ ମିଳିପାରେ ।
କୁମ୍ଭ: କୌଣସି ବ୍ୟକ୍ତିଙ୍କଠାରୁ ଉପକାର ପାଇବେ । ଦେହ ଓ ମନ ଭଲ ରହିବ । ଆୟ ଅଧିକ ହୋଇପାରେ ।
ମୀନ: ଅଧିକ ବିଶ୍ରାମ ନେଇ ଦିନଟି କାଟିବେ । ମନ ସ୍ଥିର ରହିବ । ଆୟ କମ୍ ହୋଇପାରେ ।

ମତାମତ ଦିଅନ୍ତୁ ।