ରାଶିଫଳ (ଶୁକ୍ରବାର)

ଆଷାଢ (ମିଥୁନ) ୧୯ ଦିନ ଜୁଲାଇ ୩ ତାରିଖ, ୨୦୨୦
ମେଷ: ସୁଖହାନୀ ଯୋଗ ରହିଛି । ମନ ବ୍ୟାକୁଳ ହେବ । ଆୟ କମ୍ ରହିବ ।
ବୃଷ: ଶାରୀରିକ କଷ୍ଟ ଅନୁଭବ କରିବେ । ମନ ଅସ୍ଥିର ହେବ । ଆୟ ସ୍ଥିର ରହିବ । ମା’ ଦୁର୍ଗାଙ୍କୁ ଉପାସନା କରନ୍ତୁ ଲାଘବ ହେବ ।
ମିଥୁନ: ଅହଂ ଭାଗ ଦେଖାଦେବ । ସହଯୋଗ ହାନୀ ଘଟିବ । ଆୟ ସ୍ଥିର ରହିବ ।
କର୍କଟ: ଶତ୍ରୁ ବୃଦ୍ଧି ଘଟିବ । ଆୟ ସ୍ଥିର ରହିବ । ଭଗବାନ ଗଣେଶଙ୍କୁ ଉପାସନା କରନ୍ତୁ ଲାଘବ ହେବ ।
ସିଂହ: ଦ୍ରବ୍ୟ ନଷ୍ଟ ଯୋଗ ରହିଛି । ଦେହ ଭଲ ରହିବ । ଆୟ ସ୍ଥିର ରହିବ ।
କନ୍ୟା: କୌଣସି ସାଙ୍ଗଠନିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି । ବନ୍ଧୁମାନେ ସହଯୋଗ କରିବେ । ଦେହ ଓ ମନ ଭଲ ରହିବ ।
ତୂଳା: ପରାଧୀନ ଅନୁଭବ କରିବେ । ଦେହ ଭଲ ରହିବ । ଆୟ ସ୍ଥିର ରହିବ ।
ବିଛା: ସୁଖ ସନ୍ତୋଷ ବୃଦ୍ଧି ହେବ । ଆୟ ଉତ୍ତମ ହେବ । ଦେହ ଓ ମନ ଭଲ ରହିବ ।
ଧନୁ: ପ୍ରତାରଣାର ଶିକାର ହୋଇପାରନ୍ତି । ସତର୍କ ରୁହନ୍ତୁ । ଭଗବାନ ବିଷ୍ଣୁଙ୍କୁ ଉପାସନା କରନ୍ତୁ ଲାଘବ ହେବ ।
ମକର: ଆପଣ ଆଜି ସମ୍ମାନିତ ହେବେ । ଦେହ ଓ ମନ ଭଲ ରହିବ । ଆୟ ଭଲ ହୋଇପାରେ ।
କୁମ୍ଭ: ଉଚ୍ଚ ଆଶାବାଦୀ ହେବେ । ସହଯୋଗ କମ୍ ମିଳିବ । ଦେହ ଓ ମନ ଭଲ ରହିବ ।
ମୀନ: ଦାନ ଧର୍ମ ପ୍ରତି ଆଗ୍ରହ ବଢ଼ିବ । ଦେହ ଓ ମନ ଭଲ ରହିବ । ମନରେ ଶାନ୍ତି ଅନୁଭବ କରିବେ ।

ମତାମତ ଦିଅନ୍ତୁ ।