ରାସ୍ତା ମଝିରେ ଭ୍ୟାନ୍ ଜଳିଗଲା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ରାସ୍ତା ମଝିରେ ହଠାତ୍‌ ଜଳିଗଲା ଚଳନ୍ତା ଭ୍ୟାନ୍। ଆଜି ଅପରାହ୍ଣ ପ୍ରାୟ୧ଟା ବେଳେ କିମ୍‌ସ୍‌ ହସ୍ପିଟାଲ ପଛପଟ ରାସ୍ତାରେ ଏହି ଅଗ୍ନିକାଣ୍ଡ ଘଟିଛି। ଏହାର କାରଣ ଜଣା ପଡିନି। ତେବେ ଡ୍ରାଇଭର ଅଳ୍ପକେ ବର୍ତ୍ତିଯାଇଛନ୍ତି।

ମତାମତ ଦିଅନ୍ତୁ ।