ରିଲିଜ ହେଲା ଗୀତ ‘ତୁଝେ କୋ ଦିଲ୍ କରେ’

ମୁମ୍ବାଇ: ବଲିଉଡ୍ କଣ୍ଠଶିଳ୍ପୀ ଜୁବନି ନୌତିଆଲଙ୍କ ରୋମାଂଟିକ୍ ଗୀତ ‘ତୁଝେ କୋ ଦିଲ୍ କରେ’ ଟି ସିରିଜର ଅଫିସିଆଲ୍ ୟୁଟୁବ୍ ଚ୍ୟାନେଲରେ ରିଲିଜ୍ ହୋଇଛି। ଗୀତରେ ଜୁବିନଙ୍କ ସହ ତାଳ ମିଶାଇ କଣ୍ଠଦାନ କରିଛନ୍ତି ସିଙ୍ଗର୍ ନୀତି ମୋହନ୍। ଏହି ରୋମାଂଟିକ୍ ମ୍ୟୁଜିକ ଭିଡିଓରେ ସ୍ଥାନ ପାଇଛି ଶଲିନ୍ ଭନୋତ୍ ଓ ପ୍ରିୟଙ୍କା ଅଗ୍ରୱାଲଙ୍କ ଅଭିନୟ। ନାୟକ-ନାୟିକାଙ୍କ ରୋମାନ୍ସ ଏହି ଗୀତକୁ ଆହୁରି ସୁନ୍ଦର କରିଛି। ମ୍ୟୁଜିକ ଭିଡିଓର ନିର୍ଦ୍ଦେଶନା ଦେଇଛନ୍ତି ଲଭ୍ ଆର୍ ଇସ୍ରାନି।

ମତାମତ ଦିଅନ୍ତୁ ।