ସଂକଳ୍ପ ଯାତ୍ରାର ଶୁଭାରମ୍ଭ କଲେ ଅମିତ ଶାହ

ନୂଆଦିଲ୍ଲୀ : ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ଦେଶବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ଅବସରରେ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କରିଛନ୍ତି ସଂକଳ୍ପ ଯାତ୍ରାର ଶୁଭାରମ୍ଭ। ସେ କହିଛନ୍ତି ମହାତ୍ମାଙ୍କର ସ୍ଵଚ୍ଛତା ପ୍ରତି ଆଗ୍ରହଥିଲା। ଭାରତ ସ୍ଵାଧୀନତା ପରେ ନରେନ୍ଦ୍ର ମୋଦି ହିଁ ହେଉଛନ୍ତି ଏକମାତ୍ର ପ୍ରଧାନମନ୍ତ୍ରୀ ଯାହାଙ୍କ ଉଦ୍ୟମରେ ସ୍ଵଚ୍ଛତା ଜନଆନ୍ଦୋଳନର ରୂପ ନେଇପାରିଛି। ଏହାଦ୍ୱାରା ଦେଶବାସୀଙ୍କର ବହୁ ଉପକାର ହୋଇପାରିବ ବୋଲି ସେ କହିଛନ୍ତି।

ମତାମତ ଦିଅନ୍ତୁ ।