Breaking Newsଦେଶ-ବିଦେଶ

୪ ଭାରତୀୟ ବଂଶୋଦ୍ଭବ ଆମେରିକା ସାଂସଦ ପୁଣି ନିର୍ବାଚିତ

ୱାଶିଂଟନ : ଡେମୋକ୍ରାଟ ଦଳର ୪ ଜଣ ଭାରତୀୟ ବଂଶୋଦ୍ଭବ ଆମେରିକାର ସାଂସଦ ପୁଣିଥରେ ହାଉସ ଅଫ ରିପ୍ରେଜନଟେଭିସ୍‌କୁ ନିର୍ବାଚିତ ହୋଇଛନ୍ତି। ପୁନଃ ନିର୍ବାଚିତ ୪ ସାଂସଦ ହେଲେ-ଡା. ଅମୀ ବେରା, ପ୍ରମିଳା ଜୟପାଲ, ଆରଓ ଖାନ୍ନା ଓ ରାଜା କ୍ରିଷ୍ଣମୂର୍ତ୍ତି। ଭାରତୀୟ ବଂଶୋଦ୍ଭବ ଆମେରିକା ନାଗରିକମାନେ ୨୦୨୦ ରାଷ୍ଟ୍ରପତି ନିର୍ବାଚନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି।

ମତାମତ ଦିଅନ୍ତୁ ।

Back to top button