୪ ମାସର ଅଗ୍ରୀମ ଭତ୍ତା ପାଇବେ ମଧୁବାବୁ ପେନସନ୍‌ ହିତାଧିକାରୀ

ଭୁବନେଶ୍ୱର : ମଧୁବାବୁ ପେନସନ୍ ହିତାଧିକାରୀ ୪ ମାସର ଅଗ୍ରୀମ ଭତ୍ତା ପାଇବେ। ସେମାନଙ୍କୁ ସେପ୍ଟେମ୍ବର, ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ମାସର ଭତ୍ତା ମିଳିବ। ସେପ୍ଟେମ୍ବରରେ ଏକକାଳୀନ ଏହି ଭତ୍ତା ଦିଆଯିବାକୁ ନିଷ୍ପତ୍ତି ହୋଇଥିବା ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ଓ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ପଣ୍ଡା।

ମତାମତ ଦିଅନ୍ତୁ ।