୫ ଡକାୟତ ଗିରଫ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ଵର ଉପକଣ୍ଠ କୁଆଖାଇ ନଦୀପଠାରେ ଡକାୟତି ଯୋଜନା। ଏହାକୁ ମଂଚେଶ୍ୱର ପୋଲିସ ଭଣ୍ଡୁର କରିଥିବା ବେଳେ ୫ ଜଣ ଡକାୟତଙ୍କୁ ଗିରଫ କରିଛି। ଏହି ବ୍ୟଲ୍ତିମାନେ ଏକତ୍ର ହୋଇ ଡକାୟତି ପାଇଁ ଯୋଜାନ କରୁଥିଲେ। ପୋଲିସ ସେମାନଙ୍କୁ ଗିରଫ କରିବା ସହିତ ୨ଟି ବାଇକ ସମେତ ବନ୍ଧୁକ, ଭୁଜାଲି, ଛୁରୀ ଓ ଦୁଇ ପ୍ୟାକେଟ ଲଙ୍କାଗୁଣ୍ଡ ଜବତ କରିଥିବା ସୂଚନା ମିଳିଛି।

ମତାମତ ଦିଅନ୍ତୁ ।