୬୦୦ ଲିଟର କିରୋସିନି ଜବତ

ଯାଜପୁର : ସିହା ପଞ୍ଚାୟତର ମଙ୍ଗରାଜପୁର ଗ୍ରାମରୁ କଳାବଜାରି ହେଉଥିବା ୬୦୦ ଲିଟର କିରୋସିନି ବଡଚଣା ପୋଲିସ ଜବତ କରିଛି। ଏହି ଘଟଣାରେ କୈଳାଶ ରାଉତଙ୍କୁ ଗିରଫ କରାଯାଇଥିବା ବେଳେ ମୁଖ୍ୟ ଆସାମୀ ବାବାଜୀ ରାଉତ ଘଟଣାସ୍ଥଳରୁ ଖସି ପଳାଇଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।