Wed. Jan 29th, 2020

ମାଲକାନଗିରି ଡିଏସଡବ୍ଲ୍ୟୁଓ ଓ ସିଡିପିଓ ନିଲମ୍ବିତ

ଭୁବନେଶ୍ଵର : ମାଲକାନଗିରି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସ୍ୱର୍ଣ୍ଣଲତା ବିଶ୍ୱାସ ଓ ମାଲକାନଗିରି ସମନ୍ଵିତ ଶିଶୁ ବିକାଶ ଅଧିକାରୀ ବିପୁଳା ସର୍ଦ୍ଦାରଙ୍କ ଉପରେ ରାଜ୍ୟ ସରକାରଙ୍କର ୫-ଟି ଛାଟ ଲାଗିଛି। ଏ ଦୁଇ ଅଧିକାରଙ୍କ ଦୁର୍ନୀତିର ତଦନ୍ତ ରିପୋର୍ଟ ଜିଲ୍ଲାପାଳ ଦେବାପରେ ଏହାକୁ ଆଧାର କରି ରାଜ୍ୟ ସରକାର ୫-ଟି ଅନୁଯାୟୀ ଡିଏସଡବ୍ଲ୍ୟୁଓ ଏବଂ ସିଡିପିଓଙ୍କୁ ନିଳମ୍ବନ କରିଛନ୍ତି।

Leave a Reply

Your email address will not be published. Required fields are marked *