Wed. Feb 19th, 2020

କରୋନାଭାଇରସ ସତର୍କତା ପାଇଁ ଜାରିହେଲା ଟ୍ରୋଲ୍‌ ଫ୍ରି ନମ୍ବର

ଭୁବନେଶ୍ୱର : ଚୀନରୁ ବ୍ୟାପିଥିବା ‘କରୋନା ଭାଇରସ’ ପାଇଁ ଓଡ଼ିଶା ସରକାର ସତର୍କତା ଅବଲମ୍ବନ କରିଛନ୍ତି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି। ଏହି ନମ୍ବର ଗୁଡ଼ିକ ହେଲା ୦୬୭୪-୨୩୯୦୪୬୬ ଓ ୯୪୩୯୯୯୪୮୫୭। କରୋନା ଭାଇରସ ସଂକ୍ରମଣ ଜନିତ ସୂଚନା ପାଇଲେ ଯୋଗାଯୋଗ କରନ୍ତୁ ବୋଲି ସ୍ୱାସ୍ଥ୍ୟ ବିଭାଗ ଅପିଲ କରିଥିବା ବେଳେ ରାଜ୍ୟ ଜନସ୍ୱାସ୍ଥ୍ୟ ନିୟନ୍ତ୍ରଣ କକ୍ଷ ଅଧିକାରୀମାନେ ଆବଶ୍ୟକ ସହଯୋଗ କରିବେ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *