Wed. Feb 26th, 2020

ନବରଙ୍ଗପୁର: ବିଚାରାଧୀନ କଏଦୀର ମୃତ୍ୟୁ

ଭୁବନେଶ୍ଵର : ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ବିଚାରାଧୀନ କଏଦୀର ଆଜି ମୃତ୍ୟୁ ହୋଇଛି। ମୃତକହେଲେ କୋରାପୁଟ ଜିଲ୍ଲା ପାଡୁଆ ଥାନା ଅନ୍ତର୍ଗତ ସଭାପୁଟ ଗ୍ରାମର ପୁରସତୀ ଖଡ଼ା। ଗଞ୍ଜେଇ ଚୋରା ଚାଲାଣ ମାମଲାରେ ସେ ୨୦୧୯ ସେପ୍ଟେମ୍ବର ୨୩ ତାରିଖ ଠାରୁ ନବରଙ୍ଗପୁର ଉପକାରାଗାରରେ ଥିଲେ। ଯକୃତ ଜନିତ ରୋଗର ଚିକିତ୍ସା ପାଇଁ ଗତ ୪ ତାରିଖରୁ ତାଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

Leave a Reply

Your email address will not be published. Required fields are marked *