Wed. Feb 26th, 2020

ହାଇୱାରେ ବିଦ୍ୟୁତ୍‌ ତାର ଲାଗି ଡ୍ରାଇଭରର ମୃତ୍ୟୁ

ଭୁବନେଶ୍ଵର : କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାର ତନ୍ତିଆପାଳ ଥାନାର ତରପଦା ଗାଁରେ ଘଟିଛି ଅଭାବନୀୟ ଘଟଣା। ଏକ ବାଲି ବୋଝେଇ ହାଇୱାର ଡାଲା ୧୧ କେଭି ବିଦ୍ୟୁତ୍‌ ତାରରେ ଲାଗିଯିବାରୁ ଡ୍ରାଇଭରର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ବରଜ ବାହାକୁଦ ଗାଁର ପ୍ରଭାତ ସେଠୀ। ଖବର ଅନୁଯାୟୀ ତରପଦା ଗାଁର ସୁରେନ୍ଦ୍ର ରାଉତରାୟଙ୍କ ଘରେ ପ୍ରଭାତ ବାଲି ଅନ୍‌ଲୋଡ୍‌ କରୁଥିବା ବେଳେ ଏହି ଘଟଣା ଘଟିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *