ଅକ୍ଟୋବର ୧୨ରୁ ୨୨ ପିଜି ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର : ଆସନ୍ତା ଅକ୍ଟୋବର ୧୨ ତାରିଖ ଠାରୁ ପିଜି ପ୍ରବେଶିକା ପରୀକ୍ଷା ଆରମ୍ଭ ହେବ। ଶେଷହେବ ୨୨ରେ। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ଜାରି ହୋଇଛି। ଶିକ୍ଷା ବିଭାଗର ସୂଚନା ଅନୁସାରେ ଦିନକୁ ୩ଟି ସିଫ୍ଟରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ।

ମତାମତ ଦିଅନ୍ତୁ ।