ଆସନ୍ତାକାଲି ସମସ୍ତ ସ୍କୁଲ-କଲେଜ ବନ୍ଦ

ଭୁବନେଶ୍ଵର : ଆସନ୍ତାକାଲି ସମସ୍ତ ସରକାରୀ ଏବଂ ବେସକାରୀ କଲେଜ ବନ୍ଦ ରହିବ। ଏ ନେଇ ଉଚ୍ଚ ଶିକ୍ଷା ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତାକାଲି କଂଗ୍ରେସ ବନ୍ଦ ଡାକରା ଦେଇଥିବାରୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ସେହିପରି ଆସନ୍ତାକାଲି ରାଜ୍ୟରେ ସମସ୍ତ ସ୍କୁଲ ବନ୍ଦ ରହିବ ବୋଲି ଗଣଶିକ୍ଷାମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button