ଭୁବନେଶ୍ୱର : ମହିଳା ଠିକା କର୍ମଚାରୀଙ୍କୁ ଯୌନ ନିର୍ଯାତନା ମାମଲାରେ ଗିରଫ ହୋଇଥିବା ଆୟୁଷ ନିର୍ଦ୍ଦେଶକ ବିଭୂ ପ୍ରସାଦ ଷଡ଼ଙ୍ଗୀଙ୍କୁ ମିଳିଛି ସର୍ତ୍ତମୂଳକ ଜାମିନ। ଭୁବନେଶ୍ଵର ଅତିରିକ୍ତ ଦୌରା ଜଜ୍ ତାଙ୍କୁ ୧୦,୦୦୦ ଟଙ୍କା ଓ ଦୁଇ ଜଣ ଜାମିନଦାର ହାଜର ହେବା ପରେ ଜାମିନ ଦେଇଛନ୍ତି। ଏଥସହ ପୀଡ଼ିତାଙ୍କୁ ନ ଧମକାଇବା, ପ୍ରମାଣ ନଷ୍ଟ ନ କରିବା ଓ ତଦନ୍ତକାରୀ ଅଧିକାରୀଙ୍କୁ ସହଯୋଗ କରିବା ଆଦି ସର୍ତ୍ତ ରଖାଯାଇଛି।
2020-07-13