ଭଦ୍ରକ : ସବୁ ଧର୍ମାନୁଷ୍ଠାନ ଓ ଧାର୍ମିକସ୍ଥଳୀରେ କଟକଣା

ଭଦ୍ରକ : ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ରୋକିବା ବିଭିନ୍ନ ଜିଲ୍ଲାରେ ଲାଗୁ ହୋଇଛି କଟକଣା। ସେହିକ୍ରମରେ ଭଦ୍ରକ ଜିଲ୍ଲା ପ୍ରଶାସନ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଓ ଧାର୍ମିକସ୍ଥଳୀକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ ରୋକ ଲଗାଇଛି।

ମେ’ ପହିଲା ଅର୍ଥାତ ଆଜିଠାରୁ ଲାଗୁ ହୋଇଛି କଟକଣା। ମନ୍ଦିରରେ ଜଣେ ପୂଜକ ଓ ମସଜିଦରେ ୩ ଜଣ ମୌଲବୀ ରୀତିନୀତି ଅନୁଯାୟୀ ଉପାସନା କରିବେ ବୋଲି ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button