ଭିଜିଲାନ୍ସ ଜାଲରେ ଭଦ୍ରକ ଶ୍ରମ କାର୍ଯ୍ୟାଳୟ କିରାଣୀ

ଭଦ୍ରକ : ଲାଞ୍ଚ ନେବାବେଳେ ଧରାପଡିଲେ ଭଦ୍ରକ ଶ୍ରମ କାର୍ଯ୍ୟାଳୟର କନିଷ୍ଠ କିରାଣୀ ସୁଧାକର ବାରିକ। ଲେବର ଲାଇସେନ୍ସ ନବୀକରଣ ପାଇଁ ଭବାନୀ ସିକ୍ୟୁରିଟ ଏଜେନସିର ମ୍ୟାନେଜିଂ ପାର୍ଟନର ଅକ୍ଷୟ ଦାସଙ୍କୁ ଲାଞ୍ଚ ମାଗିଥିଲେ। କଥାବାର୍ତ୍ତା ଅନୁଯାୟୀ ଅକ୍ଷୟ ଦାସଙ୍କ ଠାରୁ ୯୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ପୂର୍ବରୁ ଯୋଜନାବଦ୍ଧ ଛପି ରହିଥିବା ଭଦ୍ରକ ଭିଜିଲାନ୍ସ ସୁଧାକରଙ୍କୁ ଧରିଥିଲା।

ମତାମତ ଦିଅନ୍ତୁ ।