ବିଧାୟକ ଦେବୀ ମିଶ୍ରଙ୍କ ଘରେ ସିବିଆଇ ରେଡ୍‌

ଭୁବନେଶ୍ୱର : ବରିଷ୍ଠ ବିଜେଡି ନେତା ତଥା ବିଧାୟକ ଦେବୀ ମିଶ୍ରଙ୍କ ଭୁବନେଶ୍ୱରର ୟୁନିଟ୍‌-୧ ସ୍ଥିତ ଘରେ ଆଜି ସିବିଆଇର ୫ ଜଣିଆ ଟିମ ରେଡ୍ କରିଛି। ବହୁ ଚର୍ଚ୍ଚିତ ସି-ସୋର୍ ଚିଟ୍‌ଫଣ୍ଡ୍ ଠକେଇ ମାମଲାରେ ଏହି ଚଢଉ ହୋଇଥିବା କୁହାଯାଉଥିବା ବେଳେ ସିବିଆଇ ଅଧିକାରୀମାନେ କୌଣସି ସୂଚନା ଦେଇନାହାନ୍ତି। ତେବେ ଦୀର୍ଘଦିନର ନୀରବତା ପରେ ଓଡିଶାରେ ସିବିଆଇ ଚର୍ଚ୍ଚା ହେଉଛି।

ମତାମତ ଦିଅନ୍ତୁ ।