ବିଜେପି ପକ୍ଷରୁ ଗୃହ ସଂପର୍କ ଅଭିଯାନ

ନବରଙ୍ଗପୁର : ଉମରକୋଟ ଭାଲୁଗୁଡା ଅଞ୍ଚଳରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ଵିତୀୟ ପର୍ଯ୍ୟାୟ ସରକାରର ପ୍ରଥମ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଭିନ୍ନ ଉପଲବ୍ଧି ଓ ସଫଳ ଯୋଜନା ଗୁଡିକର ସମ୍ପର୍କରେ ବିଜେପି ଘର ଘର ବୁଲି ଲୋକଙ୍କୁ ଅବଗତ କରୁଛି। ଏହି ଅବସରରେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ରାଜ୍ୟ ଉପସଭାପତି ବଳଭଦ୍ର ମାଝୀ, ଜିଲ୍ଲା ସଭାପତି ଯଗଦୀଶ ଚନ୍ଦ୍ର ବିଷୋୟୀ, ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ରମେଶ ସାହୁ ଓ ଗୈାରି ମାଝୀ, ଜିଲ୍ଲା ଉପସଭାପତି ଜୟନ୍ତ କୁମାର ପାତ୍ର, ଜିଲ୍ଲା ପରିଷଦ ସଭ୍ୟ ଶ୍ୟାମସୁନ୍ଦର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

ମତାମତ ଦିଅନ୍ତୁ ।