ବ୍ରାଉନ୍‌ ସୁଗର ଲିଙ୍କରେ ୫ ଗିରଫ

ଜଳେଶ୍ୱର : ବ୍ରାଉନସୁଗର ଲିଙ୍କରେ ଏସ୍‌ଟିଏଫ୍‌ ଆଜି ଭୋରରୁ ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରୁ କିଙ୍ଗପିନ୍ କୁହାଯାଉଥିବା ମୁନ୍ନା ଓ ସାଜନ ସହ ୩ ସହଯୋଗୀଙ୍କୁ ଉଠାଇ ନେଇଛି। ବ୍ରାଉନସୁଗର ବିକ୍ରି ମାମଲାରେ ଏମାନଙ୍କ ନାଁ ଆସିବା ପରେ ପୁରୀ ପୋଲିସ୍ ଓ ଏସ୍‌ଟିଏଫର ୨୦ ଜଣିଆ ଟିମ୍ ଜଳେଶ୍ୱର ରାଜପୁର ଅଞ୍ଚଳରେ ରହୁଥିବା ସମସ୍ତ ଅଭିଯୁକ୍ତଙ୍କ ଉଠାଇ ଆଣିଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।