ବ୍ରାଉନ ସୁଗାର ଜବତ, ୪ ଗିରଫ

ଚଣ୍ଡିଖୋଲ : ଯାଜପୁର ଜିଲ୍ଲା ଛତିଆ ଅଞ୍ଚଳରୁ ପୋଲିସ ୧୦ଟି ବ୍ରାଉନ ସୁଗାର ପ୍ୟାକେଟ୍ ଜବତ କରିଛି। ଏହି ଘଟଣାରେ ଗିରଫ ହୋଇଥିବା ୪ଜଣ ସୋଲର, ବାଲିଚନ୍ଦ୍ରପୁର ଓ ଛତିଆ ଅଞ୍ଛଳର ବୋଲି ଜଣାପଡିଛି। ଚଣ୍ଡିଖୋଲ ଅଞ୍ଚଳରେ ବ୍ରାଉନ ସୁଗାର କାରବାର ବୃଦ୍ଧି ପାଉଥିବାରୁ ଏସ୍‌ପିଙ୍କ ନେତୃତ୍ୱରେ ଏକ ଟିମ୍ ଛତିଆ କମ୍ପାନୀ ବଜାରରେ ଚଢଉ କରିଥିଲା। ଏହି ସମୟରେ ୪ଜଣଙ୍କୁ ଗିରଫ କରାଯାଇଥିବା ବେଳେ ବ୍ରାଉନସୁଗାର ପ୍ୟାକେଟ୍ ଜବତ କରାଯାଇଛି।

ମତାମତ ଦିଅନ୍ତୁ ।