ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଶିକ୍ଷକ ଅଟକ

0

କଟକ : ଖପୁରିଆ ଅଞ୍ଚଳର ଏକ ଘରୋଇ ସ୍କୁଲର ଗଣିତ ଶିକ୍ଷକଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ। ଛାତ୍ରୀଙ୍କୁ ହୋଟେଲ ଡାକି ଭିଏସଟି ପରୀକ୍ଷା ପ୍ରସ୍ତୁତି ଆଳରେ ଦୁଷ୍କର୍ମ ଉଦ୍ୟମ କରିଥିବା ପରିବାରଲୋକ ମଧୁପାଟଣା ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଅଭିଯୁକ୍ତ ଶିକ୍ଷକଙ୍କୁ ଅଟକ ରଖି ପଚରାଉଚୁରା କରିଥିବାବେଳେ ଉଭଯଙ୍କୁ ଡାକ୍ତରୀ ମାଇନା କରାଇ ବୟାନ ରେକର୍ଡ କରିଛି। ଏହି ଅଭିଯୋଗ ପରେ ସ୍କୁଲ କର୍ତ୍ତୃପକ୍ଷ ସମ୍ପୃକ୍ତ ଶିକ୍ଷକଙ୍କୁ ସସ୍‌ପେଣ୍ଡ କରିଥିବା ସୂଚନା ରହିଛି।

Leave A Reply

Your email address will not be published.