April 2, 2020

ଷ୍ଟାଇପେଣ୍ଡ ଅର୍ଥ ହଡ଼ପ ଘଟଣାରେ ସିଆରସିସି ଓ ଶିକ୍ଷକ ନିଲମ୍ବିତ

ଭୁବନେଶ୍ଵର : ସୁନ୍ଦରଗଡ଼ କୁଆରମୁଣ୍ଡା ବ୍ଳକ ଅନ୍ତର୍ଗତ ଅଣ୍ଡାଳି ଜାମବାହାଲ ନୋଡାଲ ବିଦ୍ୟାଳୟ ଛାତ୍ରାବାସର ଅନ୍ତେବାସୀଙ୍କ ଠାରୁ ଷ୍ଟାଇପେଣ୍ଡ ଅର୍ଥ ହଡ଼ପ କରିଥିବା ଘଟଣାରେ ବୀରମିତ୍ରପୁର ସିଆରସିସି ସୁଦର୍ଶନ ବଡ଼ାଇକ ଓ ଶିକ୍ଷକ ଡି ଟପ୍ପୋ ନିଲମ୍ବିତ ହୋଇଛନ୍ତି। ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସୁନ୍ଦରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ରଂଜନ କୁମାର ଗିରି।

Leave a Reply

Your email address will not be published. Required fields are marked *