ରାଜ୍ୟ

ମୁଖ୍ୟମନ୍ତ୍ରୀଙ୍କ ଓଏସଡି ଭାବେ ନିଯୁକ୍ତ ହେଲେ ଗୋପବନ୍ଧୁ ଦାଶ

ଭୁବନେଶ୍ଵର : ଅବସରପ୍ରାପ୍ତ ବରିଷ୍ଠ ଓଏଏସ୍ ଅଫିସର ଗୋପବନ୍ଧୁ ଦାଶଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଫିସର ଅନ୍ ସ୍ପେଶାଲ ଡ୍ୟୁଟି(ଓଏସଡି) ଭାବେ ନିଯୁକ୍ତି ମିଳିଛି। ସେ ସ୍ୱତନ୍ତ୍ର ସଚିବ ପାହ୍ୟାର ସମସ୍ତ ସୁବିଧାସୁଯୋଗ ପାଇବେ। ଶ୍ରୀ ଦାଶ ଏବେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ରାଜନୀତିକ ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ସୂଚନାଯୋଗ୍ୟ, ଗତ ସାଧାରଣ ନିର୍ବାଚନ ପୂର୍ବରୁ ଶ୍ରୀ ଦାଶ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ ଓ ତାଙ୍କୁ ମାର୍ଚ୍ଚ ୧୧ ତାରିଖରେ ବିଜେଡି ସୁପ୍ରିମୋ […]

Breaking News ଦେଶ-ବିଦେଶ

ସ୍କୁଲ୍’ରେ ଉପସ୍ଥିତି ଜାହିର କରିବାକୁ ସେଲ୍‌ଫି ନେଇ ଅପ୍‌ଲୋଡ୍‌ କରିବେ ଶିକ୍ଷକ-ଶିକ୍ଷୟିତ୍ରୀ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ବାରବାଙ୍କୀ ଜିଲ୍ଲାରେ ଥିବା ସମସ୍ତ ସରକାରୀ ସ୍କୁଲରେ ଏବେ ନିଜର ଉପସ୍ଥିତି ଜାହିର କରିବା ପାଇଁ ସେଲ୍‌ଫିର ବ୍ୟବସ୍ଥା କରାଯାଇଥିବା ଜଣା ପଡ଼ିଛି । ଶିକ୍ଷକ-ଶିକ୍ଷୟିତ୍ରୀମାନେ ସକାଳ ୮ଟା ପୂର୍ବରୁ ସ୍କୁଲରେ ପହଞ୍ଚି ଶ୍ରେଣୀଗୃହ ଆଗରେ ସେଲ୍‌ଫି ନେବା ସହ ତାହାକୁ ବେଶିକ୍‌ ଶିକ୍ଷା ଅଧିକାରୀ େଓ୍ଵବ୍‌ପେଜ୍‌ରେ ଅପ୍‌ଲୋଡ କରିବେ । ପ୍ରତିଦିନ ସକାଳ ୮ଟାରେ ଏଭଳି କରିବାକୁ ପଡ଼ିବ । ଯଦି କେହି ସମୟ ଭିତରେ ସେଲ୍‌ଫି ଅପ୍‌ଲୋଡ୍‌ କରିବାରେ ବିଫଳ […]

ରାଜ୍ୟ

ସବୁ ବର୍ଗର ଲୋକଙ୍କ କଲ୍ୟାଣ ଆମର ଲକ୍ଷ୍ୟ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଜୟଦେବ ଭବନ ଠାରେ ଭୁବନେଶ୍ୱରରେ ନବନିର୍ମିତ ହଜ୍‌ ହାଉସ୍‌ର ଉଦ୍‌ଘାଟନ କରିବା ସହିତ ହଜ୍‌ ଯାତ୍ରାରେ ଯାଉଥିବା ଯାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଚଳିତ ବର୍ଷ ୬୫୩ ଜଣ ଯାତ୍ରୀ ହଜ୍‌ କରିବାକୁ ଯାଉଛନ୍ତି। ସେମାନଙ୍କ ମଧ୍ୟରୁ ୩୮୬ ଜଣ ପୁରୁଷ ଓ ୨୬୭ ଜଣ ମହିଳା। ହଜ୍‌ ହାଉସ୍‌ ପ୍ରତିଷ୍ଠା ଦ୍ୱାରା ହଜ୍‌ ଯାତ୍ରୀ ମାନଙ୍କ ଯାତ୍ରା ଆହୁରି ସୁଗମ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସଂଖ୍ୟାଲଘୁ ସଂପ୍ରଦାୟର ବିକାଶ […]

ବିଚିତ୍ରା

ସାର୍ବଜନୀନ ସ୍ଥାନରେ ପୋଷାକ ଖୋଲିଲେ ଜରିମାନା

ନିଜର ଅଜବ ନିୟମ କାନୁନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାଏ ଚୀନ । କଠୋର ନିୟମ ଏବଂ କଡା ସୁରକ୍ଷା ବ୍ୟବସ୍ଥାକୁ ନେଇ ସବୁଠାରୁ ଖତରନାକ ଦେଶ ଭାବରେ ପରିଗଣିତ ଚୀନ । ବର୍ତ୍ତମାନ ପୁଣି ଏକ ଅଜବ ନିୟମକୁ ନେଇ ଚର୍ଚ୍ଚାରେ ଆସିଛି ଏହି ପଡୋଶୀ ଦେଶ । ଚୀନରେ ଯଦି କୌଣସି ବ୍ୟକ୍ତି ସାର୍ବଜନୀକ ସ୍ଥାନରେ ପୋଷାକ ଓହ୍ଲାନ୍ତି ତେବେ ଏଥିପାଇଁ ତାଙ୍କୁ ଜରିମାନା ଭରିବାକୁ ପଡିବ । ଚୀନର ସେନଡଗ୍ନ ନାମକ ଇଲାକାରେ […]

Breaking News ଦେଶ-ବିଦେଶ

୧୦ ମନିଟରେ ମିଳିବ ପ୍ୟାନ କାର୍ଡ

ନୂଆଦିଲ୍ଲୀ : ଆୟକର ବିଭାଗ ରିୟଲ ଟାଇମ ବେସିସ ଉପରେ ପ୍ୟାନ୍ କାର୍ଡ ଜାରି କରିବା ପାଇଁ ଏକ ପ୍ରୋସେସିଂ ସେଂଟରରେ କାମ କରୁଛି । ଏନେଇ ଗତକାଲି ସଂସଦରେ ସରକାର ସୂଚନା ଦେଇଛନ୍ତି । ଅର୍ଥ ରାଜ୍ୟ ମନ୍ତ୍ରୀ ଅନୁରାଗ ଠାକୁର ଲୋକସଭାରେ ଏକ ପ୍ରଶ୍ନ ଉତର ଦେବାକୁ ଯାଇ ଲିଖିତ ଭାବେ ଏହା ଉପରେ ତଥ୍ୟ ଦେଇଛନ୍ତି । ଅନୁରାଗ ଠାକୁର କହିଛନ୍ତି ଯେ, ସରକାର ୧୦ ମିନିଟ ମଧ୍ୟରେ ପୟାନ କାର୍ଡ ପ୍ରସ୍ତୁତ […]

ଜୀବନଚର୍ଯ୍ୟା

ଆମ୍ବପତ୍ର ଦୂର କରେ ଏହି ରୋଗ

ଆମ୍ବକୁ ଫଳ ଭିତରେ ରାଜା ବୋଲି  କୁହାଯାଏ। ଆମ୍ବ ଖାଇବାକୁ  ଖୁବ୍‌ ଭଲ ଲାଗୁଥିବା ବେଳେ ସବୁ ପୂଜାପର୍ବରେ ଏହାର ପତ୍ର ଖୋଜାପଡ଼େ। କାରଣ ହିନ୍ଦୁ ଶାସ୍ତ୍ରରେ ଏହାକୁ ଶୁଭ ବୋଲି ଧରାଯାଏ। ଆପଣ ଆମ୍ବ ପତ୍ର ବିଷୟରେ ଆଉ ଗୋଟେ କଥା ଜାଣିଛନ୍ତି କି? ଏହା ଆମ ଶରୀରକୁ ଅନେକ ଫାଇଦା ଦେଇଥାଏ। ଏଥିରେ ଭିଟାମିନ୍‌-ଏ, ବି ଏବଂ ସି ଭରପୂର ମାତ୍ରାରେ ରହିଛି। ଆମ୍ବ ପତ୍ରରେ ଏପରି ଔଷଧିୟ ଗୁଣ ରହିଛି, ଯାହାକୁ ବ୍ୟବହାର […]

ମନୋରଞ୍ଜନ

ଉଲଗ୍ନ ହେବା ବେଳେ ସେଟ୍’ରେ ୧୫ ଜଣ କ୍ରୁ ଥିଲେ : ଅଭିନେତ୍ରୀ ଆମଲା

ମୁମ୍ବାଇ : ତାମିଲ ଫିଲ୍ମ ଅଦାଇର ଟିଜର ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଚର୍ଚ୍ଚାର କାରଣ ହେଉଛି ଫିଲ୍ମରେ ଅଭିନେତ୍ରୀ ଆମଲା ପଲଙ୍କ ନ୍ଯୁଡ୍ ସିନ୍ । ଏହି ୧.୩୬ ମିନିଟର ଟିଜରରେ ପ୍ରାୟ ୧୦ ସେକେଣ୍ଡର ନ୍ଯୁଡ୍ ସିନରେ ନଜର ଆସୁଥିବା ଆମାଲାଙ୍କ ବୟାନ ସାମ୍ନାକୁ ଆସିଛି । ସେ କହିଛନ୍ତି ଯେ ଏମିତି ଅନେକ ଲୋକ ମିଳିଯିବେ ଯେଉଁମାନେ ଫିଲ୍ମ ଦେଖିବା ପୂର୍ବରୁ ଫିଲ୍ମକୁ ନେଇ ଚର୍ଚ୍ଚା କରିବେ […]

ବିଚିତ୍ରା

ଏହି ରାଶିର ବ୍ୟକ୍ତି କରିଥାନ୍ତି ପ୍ରେମ ବିବାହ : କଣ ଏଥିରେ ଆପଣଙ୍କ ରାଶି ନାହିଁ ତ ?

ପୁଅ ହୁଅନ୍ତୁ ଝିଅ ବିବାହକୁ ନେଇ ସମସ୍ତେ ନାନା ସ୍ବପ୍ନ ଦେଖିଥାନ୍ତି। ବିବାହର ନିଷ୍ପତ୍ତି ସମସ୍ତଙ୍କ ପାଇଁ ଏକ ମହତ୍ତ୍ବପୂର୍ଣ୍ଣ ହୋଇଥାଏ। କିଛି ଲୋକ ଅଛନ୍ତି ନିଜର ବୈବାହିକ ଜୀବନକୁ ଟିକେ ନିଆରା କରିବା ପାଇଁ ଅର୍ଥାତ୍ ବୈବାହିକ ଜୀବନକୁ ଭଲରେ କାଟିବା ପାଇଁ ଭଲ ଝିଅ ବି ଖୋଜିଥାନ୍ତି। ଆଉ ଝିଅମାନେ ବି ଉତ୍ତମ ଜୀବନସାଥୀଟିଏ ଖୋଜିଥାନ୍ତି ସେଥିମଧ୍ୟରୁ କିଛି ଜଣ ନିଜ ପ୍ରେମକୁ ପାଇଁ ଚେଷ୍ଟା କରନ୍ତି ତ ଆଉ କିଛି ଜଣ ପ୍ରସ୍ତାବିତ […]

Breaking News ମନୋରଞ୍ଜନ

କରନଜିତ ବୋହରାରୁ କେମିତି ହେଲେ ସନି ଲିୟୋନୀ ?

ମୁମ୍ବାଇ : ଏକଦା ଆମେରିକୀୟ ପର୍ଣ୍ଣ ଫିଲ୍ମ ଜଗତରେ ଛାଇଯାଇଥିବା ନାୟିକା ସନି ଲିୟୋନୀଙ୍କର ଏହା ବାସ୍ତବ ନାମ ନୁହେଁ। ତେବେ ଅଧିକ ଅର୍ଥ ରୋଜଗାର ଲାଳସାରେ ନିଜ ଇଚ୍ଛାରେ ଇଣ୍ଡଷ୍ଟ୍ରିରେ ଯୋଗଦେଇଥିବା ନାୟିକାଙ୍କ  ଏହି ଛଦ୍ମ ନାମ ତାଙ୍କ ଭାଇଙ୍କଠାରୁ ହିଁ ତାଙ୍କୁ ମିଳିଥିଲା।ହୁଏତା ଏହା ଆପଣଙ୍କୁ ଆଶ୍ଟର୍ଯ୍ୟ କରିପାରେ ହେଲେ ବି ସତ୍ଯ। ସନ୍ଦୀପ ବୋହରା  ସନିଙ୍କ ଭାଇ। ସେ ଯେଉଁ ଘରେ ରହୁଥିଲେ ସେ ଘରର ନାମ ଥିଲା ‘ସନି’। ସେହି ଘରର […]

Breaking News ପୁରାଣ-କଥା

କଳିଯୁଗ କେବେ ଓ କିପରି ଶେଷ ହେବ ?

ହିନ୍ଦୁ ମାନ୍ୟତା ଓ ପୁରାଣ ଅନୁସାରେ ସତ୍ୟଯୁଗ, ତ୍ରେତୟା ଓ ଦ୍ବାପରଯୁଗ ପରେ ଏବେ ପୃଥୀବିରେ କଳିଯୁଗ ଚାଲିଛି। ଏହା ଏଭଳି ଏକ ଯୁଗ ଯେବେ ପୃଥୀବି ପୃଷ୍ଠରେ ପାପ ବଢିବାରେ ଲାଗିଥାଏ ଓ ଲୋକମାନେ ଧର୍ମ ରାସ୍ତାରେ ଚାଲିବାକୁ ପସନ୍ଦ କରନ୍ତି ନାହିଁ। ଏହି ଯୁଗରେ ଅଧର୍ମ ହିଁ ଶକ୍ତିଶାଳୀ ରହିଥାଏ। ଏହାର ଅନ୍ତ ପାଇଁ ଭଗବାନ ବିଷ୍ଣୁ ନିଜର ୧୦ ଅବତାର କଳକୀ ଅବତାରରେ ପୃଥୀବିକୁ ଆସିବେ ଓ ସମସ୍ତ ପାପିଙ୍କୁ ସଂହାର କରିବେ। […]